Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବୁଝା ମନ
ଅବୁଝା ମନ
★★★★★

© Chittaranjan Lenka

Fantasy Abstract

1 Minutes   1.3K    2


Content Ranking

ଯାହାର ବି ଯାହା ଘଟେ ନିତି ତାହା

ସେଥିରେ ଜଣଙ୍କ ହାତ

ମାନୁ କେ ନ ମାନୁ ମୁଁ କିନ୍ତୁ ଭାବଇ

ଏହା ଅଟେ ଚିରସତ୍ୟ

ତଥାପି କାହିଁକି ଭାଙ୍ଗିପଡୁଅଛି

ଦୁଃଖେ ହୋଇ ମ୍ରିୟମାଣ

ଏ ପ୍ରଶ୍ନ ଉତ୍ତର ଯେତେବି ପାଇଲେ

ବୁଝେନି କିଆଁ ମୋ ମନ ?

ଚିତ୍ତରଞ୍ଜନ ଲେଙ୍କା,

କଟକ

ମୁଁ ଘଟେ ଦୁଃଖେ ମନ

Rate the content


Originality
Flow
Language
Cover design

Comments

Post


Some text some message..