Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Fantasy Abstract

1  

Chittaranjan Lenka

Fantasy Abstract

ଅବୁଝା ମନ

ଅବୁଝା ମନ

1 min
1.6K


ଯାହାର ବି ଯାହା ଘଟେ ନିତି ତାହା

ସେଥିରେ ଜଣଙ୍କ ହାତ

ମାନୁ କେ ନ ମାନୁ ମୁଁ କିନ୍ତୁ ଭାବଇ

ଏହା ଅଟେ ଚିରସତ୍ୟ

ତଥାପି କାହିଁକି ଭାଙ୍ଗିପଡୁଅଛି

ଦୁଃଖେ ହୋଇ ମ୍ରିୟମାଣ

ଏ ପ୍ରଶ୍ନ ଉତ୍ତର ଯେତେବି ପାଇଲେ

ବୁଝେନି କିଆଁ ମୋ ମନ ?

ଚିତ୍ତରଞ୍ଜନ ଲେଙ୍କା,

କଟକ


Rate this content
Log in

Similar oriya poem from Fantasy