ଶିକ୍ଷା
ଶିକ୍ଷା
ପିତୃ କାର୍ଯ୍ୟ ପଛେ ଡେରି ହୋଇଯାଉ
ରାଜ କାର୍ଯ୍ୟ ଆଗେ କର
ଏହି ଶିକ୍ଷା ମୋତେ ବାପା ଦେଉଥିଲେ
କେବେଠୁ ସେ ହେଲେ ପର
ବୋଉ ମୋତେ ଖାଲି ଶିଖେଇ ଦେଇଛି
ଗୋଟିଏ ମହତ ଦାନ
ମମତା ବନ୍ଧନ ସବୁଠାରୁ ଶ୍ରେଷ୍ଠ
ଭୁଲିବୁନି କେଉଁ ଦିନ
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ପିତୃ କାର୍ଯ୍ୟ ପଛେ ଡେରି ହୋଇଯାଉ
ରାଜ କାର୍ଯ୍ୟ ଆଗେ କର
ଏହି ଶିକ୍ଷା ମୋତେ ବାପା ଦେଉଥିଲେ
କେବେଠୁ ସେ ହେଲେ ପର
ବୋଉ ମୋତେ ଖାଲି ଶିଖେଇ ଦେଇଛି
ଗୋଟିଏ ମହତ ଦାନ
ମମତା ବନ୍ଧନ ସବୁଠାରୁ ଶ୍ରେଷ୍ଠ
ଭୁଲିବୁନି କେଉଁ ଦିନ
ଚିତ୍ତ ରଞ୍ଜନ ଲେଙ୍କା (କଟକ)