Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ସ୍ୱାର୍ଥର ଦାସ

ସ୍ୱାର୍ଥର ଦାସ

1 min
6.9K


ମିଛ ମାୟା ଭରା   ଏ ସାରା ଦୁନିଆଁ

କିଏ ତ କାହାର ନୁହେଁ

ସଭିଏଁ ଏଠାରେ   କନ୍ଦାଇ ଯାଆନ୍ତି

ହସାଇ ଶିଖିଛି କିଏ ?


ସଭିଏଁ ଏଠାରେ    ରଙ୍ଗ ବଦଳାନ୍ତି

ଜୀବନ ସରିବା ଯାଏ

ଅସଲ ଚେହେରା   ଦେଖାଇ ଦେବାକୁ

ଚାହୁଁଅଛି ସତେ କିଏ ? ?


ସଭିଏଁ ଧାଆନ୍ତି    ସୁଖର ପଛରେ

ଦୁଃଖି ଦୁଃଖେ ପଡି ରହେ

ଦୁଃଖକୁ ଆଦରି   ଆପଣା କରିବା

ଏ କଥା ଭାବୁଛି କିଏ ? ? ?



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Inspirational