Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୭୯

ଜୀବନ ଗୀତା- ୧୭୯

1 min
6.7K


ଜୀବନ ଗୀତା- ୧୭୯

ଜୀବନରେ ସବୁକିଛି ସାମୟିକ
କିଛିବି ନୁହଁଇ ସ୍ଥିର
ଆଜି ଯେ ବସିଅଛି ରାଜେନ୍ଦ୍ରାସନେ
କାଲିକି ସିଏ ଫକିର ॥୦॥

ସୁଖବେଳେ ଆତ୍ମହରା ହୋଇ
ସାଙ୍ଗସାଥୀ ଭୁଲିଯାଏ ଯିଏ
ଭଲମନ୍ଦ ବେଳେ କାହାସାଥେ
ପଦଟିଏ କଥାବି ନହୁଏ
ସେଭଳି ଲୋକକୁ କେହି କେବେହେଲେ
କରନ୍ତି ନାହିଁ ଖାତିର ॥୧॥

ଉଚ୍ଚପଦ ପଦବୀରେ ରହି
କାହାରିକୁ ଯେ ଭୁଲି ନଥାଏ
ସଭିଙ୍କର ଦୁଃଖସୁଖ କଥା
ସବୁବେଳେ ସିଏ ବୁଝୁଥାଏ
ସବୁରି ପାଖରୁ ସିଏ ସବୁବେଳେ
ପାଉଥାଏ ତ ଆଦର ॥୨॥


Rate this content
Log in