କବି
କବି
1 min
1.5K
ଆଂଜୁଳା ପାତିଲି ଏଥର
ଦିଅ.....
ଅଛି ଯଦି
ତୁମଠାରେ
ଆଉ କିଛି ବିଷ
ପିଇ- ପିଇଯିବ
ଆକଣ୍ଠରେ ନୀଳକଣ୍ଠ
କବି କଲମର
ତୃଷାର୍ତ୍ତ ଓଠ ।।
*** *** ***
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ,ଉଦୟ ନଗର
ଷ୍ଟେସନ ରୋଡ,ବଲାଙ୍ଗୀର (ଓଡିଶା)