Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Romance

2  

Manas Ranjan Pattanayak

Romance

ମୋ ପ୍ରିୟା (ଭାଗ ୯୮)

ମୋ ପ୍ରିୟା (ଭାଗ ୯୮)

1 min
199




ଶ୍ରାବଣ ରାତିର ବରଷା ଟୋପାରେ ଲହଡି ଭାଙ୍ଗେ ଯୌବନ


ମୋ ପ୍ରିୟା ଦେହର ପରଶ ନେବାକୁ ମେଘ ହୁଏ ଛନ ଛନ


ହେ ବରଷା ତୁମେ ଥମି ପଡିଯାଅ ଭିଜାଅନି ତା ଚେହେରା


ସିଏ ଭିଜିଗଲେ ରୋମାଂଚିତ ହୋଇ ଦେବ ପ୍ରେମର ଇଶାରା

**********************

ମାନସ ରଞ୍ଜନ ପଟ୍ଟନାୟକ

ଦୂରଭାଷ ୯୦୪୦୭୫୧୪୯०

ସଂପାଦକ -ମାଟିର ମହକ


Rate this content
Log in

Similar oriya poem from Romance