ତୁ ମୋର
ତୁ ମୋର
1 min
7.3K
ତୁ ମୋର..
କାହିଁକି ଏମିତି
ଖୋଜୁଛି ମୋ ଆଖି
ପ୍ରତି ପଲକରେ ତୋତେ
କାହିଁକି ଭାବୁଛି
ରାତି ସାରା ଚେଇଁ
ମୋ ମନ ତୋ କଥା ଯେତେ....
ଯେତେ ଦେଖିଲେବି
ମନ ବୁଝେ ନାହିଁ
ତୋ ପାଇଁ ମୋ ମନ ବ୍ୟାକୁଳ
ସତେ କି ତୁ ମୋର
ସ୍ବପ୍ନ ର ତୂଳୀରେ
ଆଙ୍କି ହୋଇଥିବା ସକାଳ....