Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ହ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ହ)

1 min
109



ରାଗ-ଗୌଡା


ହରି ଆମ୍ଭର ଏ ତ ପ୍ରାଣଧନ ଗୋ(ପଦ)

ହରିହୟ ମଣିକି ଜିଣିଛି ଅପଘନ,ନିନ୍ଦୁଅଛି ଇନ୍ଦୁକୁ ବଦନ ଗୋ(ପଦ)

 ହଜାର ସଂଖ୍ୟକ ହେଲେହେ ମଦନ,ନୋହିବ ଏ ମୋହନ ସମାନ ଗୋ(2)

ହଜି ନଯିବ ଜୀମୂତକେଶାର କି ଜ୍ଞାନ, ଶୁଣୁ ଶୁଣୁ ମୃଦୁ ବେଣୁଗାନ ଗୋ(3)

ହଟି ଥରେ କରିବା କି ରଦାମ୍ବର ପାନ, ହେଉ ଫଳବନ୍ତ ଯଉବନ ଗୋ(4)

ହାର ମଧ୍ୟରେ ଆମ୍ଭର ତରଳ ରତନ ଗୋ,ହେବେ କି ଏ ଜୀବନ ଗୋ(5)

ହୃଷ୍ଟହୋଇ ଅଷ୍ଟଦୁର୍ଗନମୁଚିସୂଦନ ଗୋ, କରେ ଏ ରସରେ ବିରଚନ ଗୋ(6)


Rate this content
Log in