ପ୍ରେମର ଭାଗ୍ୟ
ପ୍ରେମର ଭାଗ୍ୟ
1 min
6.5K
ସବୁ ପ୍ରେମର ଭାଗ୍ୟରେ ନାହିଁ ସିନ୍ଦୂର
କଥାତ ଏତିକି ତୁମେ ମୋର
ଭଲ ପାଇଥିଲି ମନ ଦେଇ ତୁମକୁ
ଚାଲି ଗଲି ହାତ ଛାଡି ଅଧା ବାଟରେ
ସାଥି ହୋଇ ପାରିଲିନି କେବେ ତୁମର
ଉପହାର ଦେଇ ଗଲି ଲୁହର ସାଗର
ଆଜି ମୁଁ କାନ୍ଦୁଛି ଲୁଚି ଲୁଚି ଏଠି
ମୋ ଦୁଃଖ ଦେଖିବାକୁ କେହି ନାହିଁ
ମୋ ଭାଗ୍ୟରେ ନଥିଲା ସୁଖ ଟିକେ
ସେଥିପାଇଁ ହେଲି ତୁମଠୁ ଦୂର ଏତେ
ଇଶ୍ୱର ଚାହିଁଲେନି ବୋଧେ ଆମ ମିଳନ
ସବୁଦିନ ପାଇଁ ହୋଇଗଲି ଆଉ କାହାର
ଭାବିଥିଲି ଦିନେ ଆମ ପ୍ରେମ ହବ ସଫଳ
କିନ୍ତୁ ହୋଇ ଗଲା ସେ ସାତପର
ପ୍ରମିଳା ସହୁ