Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଶଇଶବର ସ୍ମୃତି

ଶଇଶବର ସ୍ମୃତି

1 min
206



ସମୟର ସ୍ରୋତ ପୋଛିଦେଇଅଛି

କେତେ ସ୍ମିତ ମୋ ମନର

ଆଜି ଵି ମୁଁ ଖୋଜେ ସେ ପୁରୁଣା ଦିନ

ଶଇଶଵ ଅତୀତର ।।(୧)

ବାପା ପାଖେ ଅଳି ଅଝଟ ପାଇଁ କି

ନାହିଁ ଆଜି ପିଲାଦିନ

ମାଆର ଆକଟ କାହୁଁ ବା ପାଇବି

ତାହା ସ୍ଥାନ ଆଜି ଶୂନ୍ୟ ।।(୨)

ବଡ଼ ଭଉଣୀ ଯେ ଅଦୃଶ୍ୟ ହୋଇଲା

ଆକାଶର ତାରା ହୋଇ

ତା ଭଲ ପାଇବା ଥିଲା ଯେ ନିଆରା

ଆଜି ମୋତେ ମିଳେ କାହିଁ ?(୩)

ସାନ ଦିଦି ସଙ୍ଗେ କଳି ତକରାଳ

କେତେ କରୁ ଥିଲି ମୁହିଁ

ଏବର ସେସବୁ ଲାଗଇ ସପନ

ସେ ସବୁ ଗଲା ଉଭେଇ ।।(୪)

ସମୟ ସାଥିରେ ବଦଳି ଯାଇଛି

ମୋର ସ୍ୱର୍ଣିମ ଅତୀତ

ସେ ଅତୀତ ସ୍ମୃତି ଯେବେ ମନେପଡେ

ହ୍ରୁଦୁ ଝରେ ଅଶ୍ରୁ ସ୍ରୋତ ।।(୫)


ଦେବବ୍ରତ ଜେନା

ଭୋଗରାଇ, ବାଲେଶ୍ଵର

9583138533


Rate this content
Log in