Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2.5  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କୋଣାର୍କ

କୋଣାର୍କ

1 min
7.2K


କାରୁକାର୍ଯ୍ୟ ଶିଳା କୋଣାର୍କର ବେଳା

ଆହା କି ସୁନ୍ଦର ଜଗନ୍ନାଥ ଲାଳା

ମୁକ ସାକ୍ଷୀ କରି ରଖିଛି କୋଣାର୍କେ

ପୂର୍ବ ଅଭିନୀତ କାର୍ଯ୍ୟର ସଂପର୍କେ ।

କେଡେ ବଡ ଦୁଃଖ ଘଟଣା ଘଟିଲା

ଆଖିର ଢ଼ାଲକୁ ଓଦା କରିଦେଲା

ପିତା ପାଇଁ ପୁତ୍ର ପ୍ରାଣ ଦେଈ ଦେଲା

ଇତିହାସେ ନିଜ ନାମ ରଖିଗଲା ।

ବାର ବରଷର ବାଳକ ସିନା

ଆଖିରେ ଢ଼ାଳିଲା ଲୋତକ ବନ୍ୟା

ହୀନମନା ଥିଲା କଳା ପାହାଡ

ଭାଙ୍ଗିଦେଇ ଗଲା ଲୁହାର ବାଡ ।

ଧ୍ଵଂସ କରିଦେଲା ସମସ୍ତ କୀର୍ତ୍ତି

ଉଜାଡିଲା ଆମ ଓଡିଶା ସଂସ୍କୃତି ।

ଆମ କୀର୍ତ୍ତି ରାଜି କେଡେ ସୁନ୍ଦର

ରଖିବା ତାକୁ ଆମେ କରି ନିଜର

ଭାଙ୍ଗିବାନି ତାକୁ ଆଉ ଏଥର

ବିଶ୍ୱ ଦରବାରେ ଦେବା ପରିଚୟ ତାର...|


Rate this content
Log in

Similar oriya poem from Classics