ପ୍ରେମ
ପ୍ରେମ
1 min
7.1K
ତୁମେ ଆକାଶ ହୁଅ ମୁଁ ବର୍ଣ୍ଣଛଟା ହେବି
ତୁମ ଅଙ୍ଗେ ଅଙ୍ଗେ ନିତି ହଜୁଥିବି,
ତୁମେ ଶ୍ରାବଣ ହୋଇ ବରଷି ଗଲେ
ମୁଁ ପ୍ରେମାତୁରେ ବାହୁଫାସେ ବାନ୍ଧି ନେବି ।