Audio

Forum

Read

Contests

Language


Write

Sign in
Wohoo!,
Dear user,
ଇଚ୍ଛାହୁଏ …
ଇଚ୍ଛାହୁଏ …
★★★★★

© Biswajeeban Mishra

Abstract Others Romance

1 Minutes   6.7K    5


Content Ranking

    

ପକ୍ଷୀର ସୁରେ ସୁରେ ଗୀତଟିଏ ଗାଇବାକୁ

ପବନର ତାଳେ ତାଳେ ନାଚି ଉଠିବାକୁ

ବରଷାର ବୁନ୍ଦା ବୁନ୍ଦା ପାଣିରେ ଭିଜି ଯିବାକୁ

ଇନ୍ଦ୍ରଧନୁର ରଙ୍ଗରେ ଧରାକୁ ରଙ୍ଗେଇ ଦେବାକୁ

ଇଚ୍ଛା ହୁଏ …

ତୁମର ସବୁ କଷ୍ଟ, ଯନ୍ତ୍ରଣାକୁ ଆବୋରି ନେଇ

ତୁମକୁ ପ୍ରାଣ ଭରି ଭଲ ପାଇବାକୁ …

ସବୁକିଛି ସମର୍ପି ଦେବାକୁ …

ପ୍ରେମ ପ୍ରଣୟ ତ୍ୟାଗ

Rate the content


Originality
Flow
Language
Cover design

Comments

Post


Some text some message..