ଗୁରୁବାର
ଗୁରୁବାର
1 min
6.9K
ମୁଖ୍ୟ ସାତ ଗ୍ରହ ନାମରେ ନାମିତ
ସପ୍ତାହର ସାତ ବାର
ବୃହସ୍ପତି ଦେବ ଗୁରୁ ବୋଲି ଶ୍ରେଷ୍ଠ
ହୋଇଥାଏ ଗୁରୁବାର
ଭୁଲ ନାହିଁ ବନ୍ଧୁ ନିଜର ଗୁରୁଙ୍କୁ
ଯିଏ ଆଲୋକର ଧାର
ସର୍ବ ସିଦ୍ଧି ପାଇଁ ପୂଜା କରିବାକୁ
ଶ୍ରେଷ୍ଠ ଏହି ଗୁରୁବାର
ଚିତ୍ତ ରଞ୍ଜନ ଲେଙ୍କା (କଟକ)