Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

2  

Jagabandhu Sahu

Others

ସମ୍ପର୍କ

ସମ୍ପର୍କ

1 min
200


କେବେ ଏ ସମ୍ପର୍କ ଜୀବନେ ଆମର

ଭରି ଦିଏ ନୂଆଁ ଆଶା

ଭାଇ ବନ୍ଧୁ ପ୍ରେମ ମାଆ ଓ ମମତା

ହୃଦୟେ ବାନ୍ଧଇ ବସା

ସମ୍ପର୍କ ଆଗରେ ମସର୍ପଣ ଭାବ

ରଖିଥିଲେ ବନ୍ଧୁ ସର୍ବେ

ଆମରି ସମ୍ପର୍କ ସବୁଠୁ ମହାନ

କହି ପାରିବା ଯେ ଗର୍ବେ

ଏଇ ପୃଥିବୀରେ ଭିନ୍ନ ଭିନ୍ନ ରୂପେ

ସମ୍ପର୍କର ଜନ୍ମ ହୁଏ

କେବେ ସେ ବନ୍ଧୁତା କେବେ ସିଏ ପ୍ରେମ

ହୃଦୟରେ ରହିଯାଏ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in