Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

0  

Bikesh Sahu

Others

ପ୍ରେମ

ପ୍ରେମ

1 min
163


ନିଜେ ନିଜର ନିରବତା ଭାଙ୍ଗି

ପଚାରିଲି ଯେବେ ତୁମକୁ

କାହିଁକି ପ୍ରିୟା ଏକା କରି ମୋତେ

ଚାଲିଗଲ ମୋଠୁ ଦୂରକୁ ।

ତୁମେ ତୁମର ହୃଦୟରୁ କେବେ

ଭଲ ପାଇଛକି କାହାକୁ

ପ୍ରେମର ମାନେ ତମେ କି ବୁଝିବ

ବୁଝେଇ ବା ଭୁଲ ତୁମକୁ ।


Rate this content
Log in