Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଶ୍ରମିକ

ଶ୍ରମିକ

1 min
7.0K


ସେ ତ କେବେ ଦେଖିନି ନିଜକୁ

ଦେଖିନାହି ତାର କଙ୍କାଳସାଳ ଶରୀରକୁ

ତଥାପି ତାର ମନରେ ଈର୍ଷା ନାହି

ନିଜର କର୍ମକୁ ଆଦରି ନେଇଛି ଖୁବ ସହଜରେ |


ଦିନସାରା ଝାଳ ବୁହା ପରିଶ୍ରମକୁ

ଦୁଇ ମୁଠା ପଖାଳ ଓ ଲଙ୍କା ଲୁଣ

ବସ ଏଇ ତ ଜୀବନତ ଜୀବନ ପରିତୃପ୍ତ |


ଜୀବନର ଶେଷପାହାଚରେ

ଛିଡାହୋଇ ତଉଲିନହିଁ କେବେ

ଆବ ତର୍ଜମା କରେନାହିଁ

ତ ଜୀବନର ମୂଲ୍ୟ କଣ ହୋଇପାରେ |


ସେ ତ ଚାହିନୀ ତ୍ରିକାଳ ପ୍ରସାଦ ଆବା

କ୍ଷମତାର ଶୀର୍ଷ ସ୍ଥାନାକୁ

ପେଟପୁରା ଦାନା ଗଣ୍ଡର ସାଙ୍ଗକୁ

ଇଜ୍ଜତ ଘୋଡାଇବା ପାଇଁ କପଡା ଖଣ୍ଡେ

ସେଥିରେ ତାର ଜୀବନର ପୁରଣତା |


Rate this content
Log in