Audio

Forum

Read

Contests

Language


Write

Sign in
Wohoo!,
Dear user,
ଲୁହ ଯଦି କେବେ ହୁଅନ୍ତା ନିଜର
ଲୁହ ଯଦି କେବେ ହୁଅନ୍ତା ନିଜର
★★★★★

© Sasmita Acharya

Others

1 Minutes   1.2K    7


Content Ranking

ଲୁହ ଯଦି କେବେ ହୁଅନ୍ତା ନିଜର

ହସ ମୁଁ କରନ୍ତି ପର

ହସ ଯଦି କେବେ ହୁଅନ୍ତା ନିଜର

ଲୁହ ମୁଁ କରନ୍ତି ପର ||

ହେ କଳା ଠାକୁର...

ହେ କଳା ଠାକୁର…

ଏ ତୋର ମାୟା ସଂସାର

କେହି ନୁହେଁ ଆପଣାର

ସବୁ ଏଠି ପର ||

ହାତ ଧରି ନେ ମୋର

ସଖା ତୁ ଅଟୁ

ଏକା ମୋ ନିଜର ||

ହେ କଳା ଠାକୁର…

ହେ କଳା ଠାକୁର..

ହେ କଳା ଠାକୁର…

ଲୁହ ନିଜର ସଂସାର

Rate the content


Originality
Flow
Language
Cover design

Comments

Post


Some text some message..