Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Fantasy Others

4.2  

Writer Roja Panda

Fantasy Others

ସମୟ ମୁହିଁ

ସମୟ ମୁହିଁ

1 min
273



ଟିକ ଟିକ ଚାଲେ ମୁହିଁ 

କାହା ପାଇଁ ଅଟକେନାହିଁ ,

ଯିଏ ମୋର ମୂଲ୍ୟ ବୁଝେ 

ମିଳେ ତାର ପାଶେ ଯାଇଁ |


ଯିଏ ମତେ ନପରଖି 

କରେ ଅପବ୍ୟବହାର 

ତାର ହୁଏ ସର୍ବନାଶ 

ହରାଏ ସେ ମତେ ଚିର |


ନୁହେଁ ମୁଁ ଯେ କେବେ ସ୍ଥିର 

ସଦା ସର୍ବଦା ଚଞ୍ଚଳ 

ପଛେ ଛାଡି ସବୁ ସ୍ମୃତି 

ଆଗକୁ ବଢାଏ ଗୋଡ |


କେବେ ଭରେ ଲୁହ ଆଖିରେ 

କେବେ ଆସେ ସ୍ବପ୍ନ ସାଥିରେ |


ଅଦିନେ କେବେ ଫୁଲ ଫୁଟାଏ 

ମାଟିରେ କେବେ ମିଶାଇ ଦିଏ | 


ପରିଚୟ ମୋର ସବୁରି ମୁହେଁ 

ସମୟ ନାମରେ ଚିହ୍ନଟ ହୁଏ | 




Rate this content
Log in

Similar oriya poem from Fantasy