Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

3  

Banali Dash

Others

ସବୁଜିମା

ସବୁଜିମା

1 min
267


ଏ ଜୀବନ ର ସବୁ ସ୍ବପ୍ନ ତୁମେ,

ସମାହାର ସବୁ କାମନାର,

ମନ ବନ ର ଶ୍ୟାମଳ ସୁଶୋଭିତ ସବୁଜିମା ତୁମେ,

ଥୁଣ୍ଟା ଗଛର ଗହଳ ପତ୍ରରାଜି,

ମରୁ ମରିଚୀକା ନୁହଁ ତୁମେ ଧନ',

ତୁମେ ତ ସେଇ ଯେ ବେଳାଭୂଇଁ ର ସରସ ସୁଠାମ ଶିଳ୍ପୀ ଟିଏ;

ଯିଏ ଖାଲି ସ୍ପର୍ଶ ମାତ୍ରରେ କରିଛ 

ଜୀବନ୍ତ ସୁଲକ୍ଷଣୀ ମୂର୍ତ୍ତିଟେ ମତେ ।



Rate this content
Log in