Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

2  

Disambar Meher

Others

ରୂପସୀ

ରୂପସୀ

1 min
216


ଜାଣେନା କାହାର ପ୍ରତିଛବି

ଆଖି ଆଗେ ନାଚି ଉଠୁଛି

ଚିତ୍ରରେ ଆଙ୍କିପାରୁନି

ଶବ୍ଦରେ ସଜାଇ କହୁଛି ।

ସେଇ ସ୍ୱପ୍ନ ରାଏଜର

ରୂପସୀ ହାତ ଠାରି ଡାକୁଛି

କୋଇଲି ସୁରରେ

ପ୍ରେମର ଗୀତ ଗାଉଛି ।

କୃଷ୍ଣ କେଶରେ

ମଲ୍ଲୀଫୁଲର୍ ଗଜରା ବାନ୍ଧିଛି

ରୁଣୁ ଝୁଣୁ ହୋଇ

ତା ପାଉଁଚିର ଶବ୍ଦ ଶୁଭୁଛି ।

କିଏ ସେଇ ରୂପସି

କେଉଁଠି ଅଛି? କେଉଁଠି ଅଛି ?


ଡିସମ୍ୱର ମେହେର



Rate this content
Log in