Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁମେ ମୋ ମନର ମନମଇନା ଗୋ
ତୁମେ ମୋ ମନର ମନମଇନା ଗୋ
★★★★★

© Tapan Dixit

Fantasy

1 Minutes   6.4K    6


Content Ranking

ତୁମେ ମୋ ମନର ମନମଇନା ଗୋ 

ନିତି ଡାକ ଶ୍ୟାମ ଶ୍ୟାମ 

ମୁଁ ଯେ ତୋତାଟିଏ ପ୍ରେମ ପଞ୍ଜୁରୀର 

ଜପେ ରାଧେ ରାଧେ ନାମ ,

ଦୁହେଁ ତ ଦୁହିଁଙ୍କ ପ୍ରେମ ତ୍ରିଭୂଜରେ 

ସମବାହୁ ସମକୋଣୀ 

ତେବେ କିଆଁ ଆମ ମିଳନ ଜ୍ୟାମିତି 

ଅଙ୍କନଟା ଭିନ୍ନ ପୁଣି ?

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ

ମଇନା ପ୍ରେମ ପଞ୍ଜୁରୀ

Rate the content


Originality
Flow
Language
Cover design

Comments

Post


Some text some message..