Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Romance Tragedy

2  

Prasanta kumar Hota

Romance Tragedy

କଳ୍ପନାରେ -୧୯

କଳ୍ପନାରେ -୧୯

1 min
6.9K


ସପନରେ କେତେ ଆସୁଥିଲ ତୁମେ

ସ୍ଵପ୍ନେ ଦେଇ ଶିହରଣ

ସେହି ଶିହରଣ କଲା ମୋ ଜୀବନ

ଅର୍ଦ୍ଧଦଗ୍ଧ ଯଉବନ।

ଅବରୁଦ୍ଧ ହେଲି ମନ କାରାଗାରେ

ଢୋକିଲି ଯନ୍ତ୍ରଣା ସାରି

ଅବଚେତନରେ ଏବେବି ଦେଖୁଛି

ତୁମେ ମୋ ମନ ମୟୂରୀ।

ବାସ୍ତବ ଜଗତ ହେଲି ଅବଗତ

ଚାଲିଗଲ ତୁମ୍ଭେ ଦୂର

ରଖିଲନି ପ୍ରେମ ନିବିଡ ଅନ୍ତରେ

ପ୍ରତାରଣା କଲ ସ୍ଵର।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Romance