Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Tragedy

2  

Writer Roja Panda

Tragedy

ଆଘାତ

ଆଘାତ

1 min
6.7K



କେଇଗୋଟି ଶବ୍ଦକୁ ନେଇ ଭାବୁଛି କାହାଣୀ ଲେଖିବି

ତୁମେ ଦେଇଥିବା ଧୋକାର କରୁଣ କାହାଣୀ

କାହାଣୀତ ନୁହେଁ ମନର ବେଦନା

ଯାହା ଭାଙ୍ଗିରୁଚି ଚୁରମାର ହେଇଛି

ଜୀବନର ବନ୍ଧୁର ରାସ୍ତାରେ

ହାତ ମାଡି ବସିଥିଲି ତୁମର

ଉଠାଣି ରାସ୍ତାରେ ହାତ ଛାଡିଦେଲ

ଲହୁଲୁହାଣରେ ମୋ କ୍ଷତାକ୍ତ ଶରୀର

ତୁମେ ହିଁ ତ ଥିଲ ମୋର

ବଞ୍ଚିବାର ନିଶା, ଝରା ଶ୍ରାବଣ

ଅବେଳାରେ କାହିଁ ବୈଶାଖୀ ଆସିଲା

ବହେ ଝାଞ୍ଜି ପବନ

ପୂର୍ଣ୍ଣିମା ରାତ୍ରିରେ ଚାନ୍ଦ ଥିଲ ତୁମେ

ଶୀତଳ ପ୍ରଲପେ ହୋଇଲି ବିଭୋର

ଅସମୟେ ଯେ ବାଦଲ ଢାଙ୍କିଲା

ଦିଗହରା ହୋଇ ଛିଟିକି ପଡିଲି

ସତ୍ତା ପାଇଲିନି ନିଜେ ନିଜର

ଅସୁମାରୀ ଯନ୍ତ୍ରଣା ନେଇ

ବଞ୍ଚିବାକୁ ହେଉଛି ମତେ

ଅୟୁତ କାମନାର ଜ୍ବାଳାରେ ମରୁଛି

ହୃଦୟ ନାହିଁ ତୁମର

ବୁଝିବ କେମିତି ସତେ



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in

Similar oriya poem from Tragedy