Audio

Forum

Read

Contests

Language


Write

Sign in
Wohoo!,
Dear user,
ମିଠା ମିଠା ଗୀତ । କାଶ୍ୟପ ।
ମିଠା ମିଠା ଗୀତ । କାଶ୍ୟପ ।
★★★★★

© Ram Prasad Bisoi

Others

1 Minutes   1.3K    4


Content Ranking

ଝାପସା ଝାପସା ମୁହଁ କିଛି ଆସି , କାଲି ରାତି ରେ ପୁଣି ଛିଡା ହୋଇଗଲେ, କଣ ? ତମେ ଆମକୁ ଭୁଲି ଗଲ ! ଆଖି ଭିଜି ଗଲା ମନ ହୋଇ ଗଲା ଭାରି , ମୁଁ କହିଲି , ତମେ !ଆଜି ବି ମନେ ଅଛ, । (୧)

ଝରକା ! ଖୋଲିବା ବାକି , ଭୀଷଣ ଗ୍ରୀଷ୍ମ ରେ, ଶୀତଳ ପବନ ହୋଇ ମନ କୁ ଛୁଇଁ ଯାଅ, ସ୍ମୃତି --------------! ତମେ ନୁହଁ କି ? ଆଜି ବି ! ମିଠା ମିଠା ଗୀତ , ମିଠା ମିଠା ଗୀତ । (୨) ରାମ ପ୍ରସାଦ ବିଶୋଇ, ରାୟଗଡ଼ା । ତା-୨୬-୦୪-୧୬ ସମୟ-ସକାଳ-୮-୧୧ ମି,

ମିଠା ମିଠା ଗୀତ । କାଶ୍ୟପ ।

Rate the content


Originality
Flow
Language
Cover design

Comments

Post


Some text some message..