Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

3  

Dr Jharana Satapathy

Others

ପାହାନ୍ତି ସକାଳ

ପାହାନ୍ତି ସକାଳ

1 min
224



ପୂରୁବ ଆକାଶେ ଉଇଁଲାଣି ରବି

ଢେଉରେ ଖେଳଇ ତାର ପ୍ରତିଛବି

ମୁକ୍ତ ଗଗନେ ସେତ ଉଡଇ ବିହଙ୍ଗ

ସଙ୍ଗିତର ଧାରେ ଧାରେ ଝଙ୍କାର ଶବଦ ।

ବହୁଦୂରେ ହୁଏ ତାର ଦୃଶ୍ୟପଟ

ବିକଶିତ କିରଣର ନିଳରାଶି ଜଳସ୍ରୋତେ

ଫୁଲର ସୁଗନ୍ଧ ମହ ମହ ବାସେ

ପେନ୍ଥା ପେନ୍ଥା ଫୁଲର କିଆରି ।

ଖେଳୁଥାଏ ଦିଗନ୍ତ ବିସ୍ତାରି

କୋଇଲିର କୁହୁ କୁହୁ ଡାକ

ଫଗୁଣ ଭରିଛି ମନରେ ଅନେକ

ଇନ୍ଦ୍ରଧନୁ ପରି ସପ୍ତରଙ୍ଗ ଭରା

ମନ୍ଦିରର ମୁଖଶାଳ ଦ୍ବାରା ।

ସୁବିସ୍ତୃତ ସେତ ନୀଳପାରାବାର

ଶ୍ରାବଣର ମୌସୁମି ସମ୍ଭାର

ମଳୟର ସେତ ଶୀତଳ ପରଶ

ମନରେ ଆଣେ କେତେ ହରଷ ।



Rate this content
Log in