Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

3  

ବି. ନିରୁପମା

Romance

ମରମ ହୋଇଲା ଦହି

ମରମ ହୋଇଲା ଦହି

1 min
6.9K



ତୁମକଥା ଭାଳି ସାରା ରାତି ମୋର
ଉଜାଗରେ ଗଲା ପାହି ,
ତଥାପି ତୁମର ଭେଟ ମିଳିଲାନି
ମରମ ହୋଇଲା ଦହି ।

ପ୍ରତିଟି ମୁହୂର୍ତ୍ତ ଲାଗୁଥିଲା ମୋତେ
ଯେହ୍ନେ ଗୋଟେ ଗୋଟେ ଯୁଗ ,
ମନ ଖାଲି ଛଟପଟ ହେଉଥିଲା
ଲଭିବାକୁ ତୁମ ସଙ୍ଗ ।

ଅନ୍ତରରେ ତୁମ ମୋହନ ମୂରତି
ଉଠୁଥିଲା ଖାଲି ନାଚି ,
ହେଇ ଆସିଯିବ,ବାରବାର ଯେହ୍ନେ
କହୁଥିଲା କିଏ ଯାଚି ।

ପ୍ରତୀକ୍ଷାର ଅନ୍ତ ହେଲାନାହିଁ କିନ୍ତୁ
ସାରା ରାତି ଗଲା ସରି ,
ତୁମ ବିରହରେ-ବିରହିଣୀ ହୋଇ
ମରୁଛି ମୁଁ ଝୁରିଝୁରି ।

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Romance