Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

3  

Kamal Kumar Dash

Others

ବଦଳିଛି ତୁମ ପ୍ରୀତି

ବଦଳିଛି ତୁମ ପ୍ରୀତି

1 min
365


ବଦଳିଛି ତୁମ ପ୍ରୀତି


କାନ୍ଦିଲେ ମୁଁ କେବେ ତୁମେ କାନ୍ଦୁଥିଲ

ଲୁହ ମୋର ପୋଛି ଦେଇ

ହସିବାକୁ ଥରେ ଅଡ଼ି ବସୁଥିଲ

ତୁମର ମୁଣ୍ଡ ଛୁଆଁଇ (1)

ସମୟ ସାଥିରେ ତୁମେ ବଦଳିଛ

ବଦଳିଛି ତୁମ ପ୍ରୀତି

ତୁମ ହାତ ଆଉ ଆଗକୁ ବଢ଼ୁନି

ପୋଛିବାକୁ ମୋର ଆକ୍ଷି (2)

ଖୁସି ତୁମେ ଆଜି ବୋଧେ ମୋ ଲୁହରେ

କହିଲା ଭୁଲିବ ପାଇଁ

ଚାଲିଗଲ ଦୂରେ ବିଶ୍ୱାସ ବାହାରେ

ସବୁ ଆସ ଜାଳି ଦେଇ (3)


Rate this content
Log in