Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Sahoo

Others

3  

Basanta Sahoo

Others

ଗାଁ

ଗାଁ

1 min
13.7K


                   ଗାଁ

                ****


ଗାଁର ବୋହୂ ଗାଁରେ ରହୁ ଗାଁରେ ଆମ ଘର
ସଭିଏଁ ଆମ ଅତି ନିଜର ଭାବୁନା କାହାକୁ ପର।ା

ଖୁଡ଼ୀ, ପିଉସୀ, ଯାଆ, ମାଉସୀ ସଭିଏଁ ହୋଇ ଏକ
ପରିବାର ଓ ଗାଁ ଲୋକଙ୍କୁ ବାଣ୍ଟୁଥାଉ ସୁଖଦୁଃଖ।ା

କେଉଁ ଗାଁରୁ ଆସିଛୁ ଆମେ ହିସାବ ତାହାର ନାହିଁ
ଶାଶୁ ଘର ଆଉ ଆମରି ଗାଁ ସରାଗ ଆମ ପାଇଁ।ା

ବାପ ଘରକୁ କଦପା କେବେ ବୁଲିବାକୁ ତ ଯାଉ
କାମ ସରିଲେ ଆସୁ ଫେରି ଏଇଠି ସୁଖ ପାଉ।ା

ସବାରି ଆମ ଆସିଛି ଏଠି ଏଇଠୁ ଯିବ ଶବ
ଏଇ କଥାଟି ମନରେ ରଖି ଲଗାଇ ଅଛୁ ଭାବ।ା

ମନ ଖୋଲିକି ଶିଖିଛୁ ହସି ସବୁ କାମରେ ଆମେ
ସେଇଥିପାଇଁ ସୁଖ ଓ ଶାନ୍ତି ଲାଗିଥାଏ ଆମ କର୍ମେ।ା

 

ଡ଼. ବସନ୍ତ କିଶୋର ସାହୁ


Rate this content
Log in

More oriya poem from Basanta Sahoo