Audio

Forum

Read

Contests

Language


Write

Sign in
Wohoo!,
Dear user,
ଅପେକ୍ଷା
ଅପେକ୍ଷା
★★★★★

© Biswa Bharati Dash

Romance

1 Minutes   6.6K    8


Content Ranking

ମୋ ତାତିଲା ଦେହରେ

ତୋ ପ୍ରେମର ଛିଟା , ଆଃ ...

ପାଗଳ କରିଦିଏ ସେ ବାସ୍ନା

ତରଙ୍ଗାୟିତ କରେ

ମୋ ବାଳ ସୁଲଭତାର ଗୁଣ

ଧଳା ଗୋଲାପର ପୁଷ୍ପ ବୃଷ୍ଟି

ଓ ସେ କଠୋରତାର ପ୍ରହାର

ତଥାପି ପାଗଳ ହୁଏ ମୁଁ

ତୋ ସ୍ନେହରେ ଭିଜିବାକୁ

ବାରମ୍ବାର ବାରମ୍ବାର

କେଜାଣି କାହିଁକି ପାଗଳ ହୋଇ ଉଠେ

ମୁଁ ଏଇ ବୈଶାଖୀ ବର୍ଷା ଛିଟା

ଓ ତା ବାସ୍ନା ପାଇଲେ !

ତା ସହ ଏ କୁଆପଥରର ଝଡ଼

ସତରେ ଯେମିତି କାହା

ଅପେକ୍ଷାରେ ଥିଲା ଭଳି ଲାଗେ ଏବେବି !!

ହେଲେ ସେ ତ ଦିଗ୍-ବଳୟର ସେପାଖରେ !!

ବାସ୍ ଖାଲି ଅପେକ୍ଷା ..ଅପେକ୍ଷା ... ଅପେକ୍ଷା ..

ଦେହ ପ୍ରେମ ଅପେକ୍ଷା

Rate the content


Originality
Flow
Language
Cover design

Comments

Post


Some text some message..