Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswa Bharati Dash

Romance

2  

Biswa Bharati Dash

Romance

ଅପେକ୍ଷା

ଅପେକ୍ଷା

1 min
6.6K


ମୋ ତାତିଲା ଦେହରେ

ତୋ ପ୍ରେମର ଛିଟା , ଆଃ ...

ପାଗଳ କରିଦିଏ ସେ ବାସ୍ନା

ତରଙ୍ଗାୟିତ କରେ

ମୋ ବାଳ ସୁଲଭତାର ଗୁଣ

ଧଳା ଗୋଲାପର ପୁଷ୍ପ ବୃଷ୍ଟି

ଓ ସେ କଠୋରତାର ପ୍ରହାର

ତଥାପି ପାଗଳ ହୁଏ ମୁଁ

ତୋ ସ୍ନେହରେ ଭିଜିବାକୁ

ବାରମ୍ବାର ବାରମ୍ବାର

କେଜାଣି କାହିଁକି ପାଗଳ ହୋଇ ଉଠେ

ମୁଁ ଏଇ ବୈଶାଖୀ ବର୍ଷା ଛିଟା

ଓ ତା ବାସ୍ନା ପାଇଲେ !

ତା ସହ ଏ କୁଆପଥରର ଝଡ଼

ସତରେ ଯେମିତି କାହା

ଅପେକ୍ଷାରେ ଥିଲା ଭଳି ଲାଗେ ଏବେବି !!

ହେଲେ ସେ ତ ଦିଗ୍-ବଳୟର ସେପାଖରେ !!

ବାସ୍ ଖାଲି ଅପେକ୍ଷା ..ଅପେକ୍ଷା ... ଅପେକ୍ଷା ..


Rate this content
Log in