Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବ୍ୟାପ୍ୟବୃତ୍ତି
ଅବ୍ୟାପ୍ୟବୃତ୍ତି
★★★★★

© Prasanta Bhunya

Abstract

1 Minutes   6.8K    3


Content Ranking

ବଥା ଓ ବେଦନା କାହାକୁ କହିବ

ସଭିଏଁ ବାଟୋଇ ସେଇ ଦୁଃଖର,

ସଭିଏଁ ଝୁରନ୍ତି, ଖୋଜନ୍ତି, ସୁଖକୁ

ପାଆନ୍ତି ବେଦନା ସେଇ ହଜାର।

ଏଇତ ଜୀବନ, ଏଇତ ପ୍ରଣୟ

ଏଇତ କାହାଣୀ, ଆମ ସବୁରି,

ଆ’ରେ ଭାଇ ମୋ ଆ ମୋର ବନ୍ଧୁ

ସରିନି ଜୀବନ, ବାକି ଆହୁରି।

-ପ୍ରଭୂ

ବେଦନା ଦୁଃଖ ଜୀବନ

Rate the content


Originality
Flow
Language
Cover design

Comments

Post


Some text some message..