Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

saroj sahu

Fantasy Others

2  

saroj sahu

Fantasy Others

ଭଲ ପାଏ ମୁଁ ତୁମକୁ

ଭଲ ପାଏ ମୁଁ ତୁମକୁ

1 min
7.1K


"ଛଳନାର ମୂର୍ତ୍ତି ତୁମେ

ଛଳନା ଯେ ତୁମ 

ହାତ ପାହାନ୍ତାରେ

ସମର୍ପଣର ଦ୍ୱାହି ଦେଇ 

ତୁମେ ଭାଙ୍ଗି ପାର ମୋ 

ସ୍ୱପ୍ନର ବାଲିଘର"

"ଦୋଷ ବା ମୋର କଣ ?

ଏ ଆଖି ଦେଖିଥିଲା 

କେତେ ଯେ ସ୍ୱପ୍ନ

ଚୁରମାର ହୋଇଗଲା

ଗୋଟେ ଝଟକାରେ

ନିବିଡ଼ତାରେ ଅନ୍ଧ ହୋଇ

ଭୁଲିଗଲି ମୋ ଅସ୍ତିତ୍ବ"

"ଚାହିଁଥିଲି ଜହ୍ନର ପରଶ

ଭୁଲଥିଲା ମୋ ଆକଳନ

ସେଇଟା ତ ଦୀପ୍ତିମାନ ସୂର୍ଯ୍ୟ

ଜାଳି ଦେଲା ମୋ ସର୍ବାଙ୍ଗ 

ଶରୀର ଓ ଆତ୍ମା"

"ଡହକ ବିକଳ ହେଲେ ବି

ମନଟା ଆଜି ବି ଭଲ ପାଏ ତୁମକୁ କେବଳ ତୁମକୁ........"

●●● ସରୋଜ କୁମାର ସାହୁ

ଝାଡୁଆପଡା, ସମ୍ବଲପୁର


Rate this content
Log in

Similar oriya poem from Fantasy