Audio

Forum

Read

Contests

Language


Write

Sign in
Wohoo!,
Dear user,
ଭଲ ପାଏ ମୁଁ ତୁମକୁ
ଭଲ ପାଏ ମୁଁ ତୁମକୁ
★★★★★

© saroj sahu

Fantasy Others

1 Minutes   7.0K    8


Content Ranking

"ଛଳନାର ମୂର୍ତ୍ତି ତୁମେ

ଛଳନା ଯେ ତୁମ 

ହାତ ପାହାନ୍ତାରେ

ସମର୍ପଣର ଦ୍ୱାହି ଦେଇ 

ତୁମେ ଭାଙ୍ଗି ପାର ମୋ 

ସ୍ୱପ୍ନର ବାଲିଘର"

"ଦୋଷ ବା ମୋର କଣ ?

ଏ ଆଖି ଦେଖିଥିଲା 

କେତେ ଯେ ସ୍ୱପ୍ନ

ଚୁରମାର ହୋଇଗଲା

ଗୋଟେ ଝଟକାରେ

ନିବିଡ଼ତାରେ ଅନ୍ଧ ହୋଇ

ଭୁଲିଗଲି ମୋ ଅସ୍ତିତ୍ବ"

"ଚାହିଁଥିଲି ଜହ୍ନର ପରଶ

ଭୁଲଥିଲା ମୋ ଆକଳନ

ସେଇଟା ତ ଦୀପ୍ତିମାନ ସୂର୍ଯ୍ୟ

ଜାଳି ଦେଲା ମୋ ସର୍ବାଙ୍ଗ 

ଶରୀର ଓ ଆତ୍ମା"

"ଡହକ ବିକଳ ହେଲେ ବି

ମନଟା ଆଜି ବି ଭଲ ପାଏ ତୁମକୁ କେବଳ ତୁମକୁ........"

●●● ସରୋଜ କୁମାର ସାହୁ

ଝାଡୁଆପଡା, ସମ୍ବଲପୁର

ଛଳନା ବାଲିଘର ଆତ୍ମା

Rate the content


Originality
Flow
Language
Cover design

Comments

Post


Some text some message..