Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୨୮

ଜୀବନ ଗୀତା-୨୨୮

1 min
7.0K


 

ଜୀବନରେ ଆସେ
କେତେ ପରାଜୟ
କେବେ ପୁଣି ମିଳେ
ବିପୁଳ ବିଜୟ ॥୦॥

ପରାଜୟ କେହି
ଭୋଗେ ନାହିଁ ଚିର ଦିନ
ଦିନେ ନା ଦିନେ ତ
ଭାଗ୍ୟେ ଆସଇ ସୁଦିନ
ହଟିଯାଏ ମନୁ
ତା ସକଳ ଭୟ ॥୧॥

ଆଶା ନିରାଶାରେ
ଚାଲୁ ଚାଲୁ ପଥ ସିଏ
ଲକ୍ଷ୍ୟସ୍ଥଳଟିକୁ
ଅକସ୍ମାତ ପାଇଯାଏ
ଖୋଜିପାଏ ସିଏ
ନିଜ ପରିଚୟ ॥୨॥


Rate this content
Log in