Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

5.0  

Debabrata Jena

Others

ସମ୍ପର୍କ

ସମ୍ପର୍କ

1 min
388


ଏମିତି ଏକ ସମ୍ପର୍କଟେ ତାହା

ଅନାବିଳ ଅଟେ ସତ

ନିସର୍ତ୍ତ ଶରଧା ଝରେ ଯେ ସେଥିରୁ

ଅଟଇ ଅପରିମିତ ।।


ମାତୃ-ସନ୍ତାନର ସମ୍ପର୍କ ସେଇଟି

ଅମାପ ସେନେହ ଭରା

ଜଣକୁ ନ ପାଇ ଅନ୍ୟ ଜଣକ ଯେ

ହୋଇ ଯାଏ ଦିଗହରା । 


ପାଖରେ ପାଇଲେ ହୁଏ ଆତ୍ମହରା

କୋଟି ନିଧି ସିଏ ପାଏ

ଦୂରରେ ଥାଇ ବି ଶୁଭ ସେ ମନାସେ

ତାକୁ ବା କଳିବ କିଏ ?


ପଶୁ ହେଉ ଅବା ଦେବତା ସେ ହେଉ

ମାତୃ ଜାତି ସବା ଆଗେ

ତା ଆଶିଷ ବିନା ଜୀବନ ବି ନିସ୍ୱ

ବେଶ ଶୁନ୍ୟ ଶୁନ୍ୟ ଲାଗେ ।।



 


Rate this content
Log in