Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Tragedy Comedy

4.8  

ପ୍ରଶାନ୍ତ କୁମାର ବେହେରା

Tragedy Comedy

ବିଚିତ୍ର ଲୀଳା

ବିଚିତ୍ର ଲୀଳା

1 min
477



ଦେଖ ଦେଖ ଭାଇ 

ଏଠି କି ବିଚିତ୍ର ଲୀଳା 

ବାଉଁଶ ଉପରେ 

ଟ୍ରାନ୍ସ୍ଫର୍ମର ହୋଇଛି ଠିଆ l


ଯେହେତୁ ବାଉଁଶ ଅଟେ

ତାପ କୁପରିବାହୀ

ତେଣୁ ଇଲେକ୍ଟ୍ରି ଭାଇ ଆମର 

ତାକୁ କାମରେ ଦେଇଛନ୍ତି ଲଗାଇ l


ଇଏ ଆଜ୍ଞା ହେଉଛି 

କଟକ-ଜଗତସିଂହପୁର 

ମୁଖ୍ୟ ରାସ୍ତା କଡରରେ ଥିବା

ଗୋଟେ ଇଲେକ୍ଟ୍ରି ସବଷ୍ଟେସନ୍

ଯାହାର ଚାରିପଟେ ନାହିଁ କିଛି ବାଡ l


ଗୋରୁ ଗାଈ ବୁଲନ୍ତି

ତା' ଚାରିପଟେ ତୁହାକୁ ତୁହା 

କେତେବେଳେ କଣ ଘଟିବ

କେବଳ ଭଗବାନ୍ ଙ୍କୁ ଜଣା l


ଏଇ ବାଟେ ଗଲାବେଳେ ଟିକେ

ଦେଖିଚାହିଁ ଯାଉଥିବ ଭାଇ

ନହେଲେ ଅଯଥା ପିତୃଦତ୍ତ 

ପ୍ରାଣ ଖଣ୍ତିକ ରହିବ ହିଁ ନାହିଁ l



Rate this content
Log in