Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Tragedy

1.0  

Krushna Chandra Dakua

Tragedy

ବିଦାୟ ବେଳରେ

ବିଦାୟ ବେଳରେ

1 min
255


କଲେଜ ଜୀବନୀରୁ ବିଦାୟ ସ୍ମୃତିରେ

ତୁମରି ସ୍ମୃତିରେ ଜୀଇଁଛି ମୁଁ ସାଥୀ

ଥିଲ ତୁମେ ମୋ ଜୀବନ ପ୍ରାଣ

କେମିତି ବୁଝିବ ତୁମଠୁ ଦୂରେଇ

କେମିତି କାଟୁଛି ମୋ ଅସହ୍ୟ ବେଦନା ଦିନ 

ଆଜି କାହିଁ ସାଥୀ ତୁମକୁ ଖୋଜୁଛି

ପଡୁଅଛି ମନେ ସେହି ପୁରୁଣା ଦିନ

ପାଖେ ଥାଇ ତୁମେ କରିଥିଲ ପର

ଦେଇଥିଲ କେତେ ବିଚିତ୍ର ଯନ୍ତ୍ରଣା

ଅଧିକାର ପାଇଁ ଉଠାଇଥିଲ ମୋ ସ୍ୱର

ସବୁ ଦିନ ତୁମେ ଅବୁଝା ରହିଲ

କେବେ ବୁଝିଲନି ମୋ ମନ

ମୋ ଝୁରିବା ପାଇଁ କି

ତୁମେ ଖେଳିଥିଲ ଖେଳ

ତାକୁ ଭୁଳିବା ପାଇଁ କି ଚେଷ୍ଟା କରେ

ପକାଇ ଅନେକ ରାଣ

ହେଲେ ଭୁଲିପାରେ ନାହିଁ

ତୁମେ ପରା ମୋ ଜୀବନ ପ୍ରାଣ ।


Rate this content
Log in