Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Romance

4.4  

Disambar Meher

Romance

ତୁମେ ତ ପ୍ରିୟା

ତୁମେ ତ ପ୍ରିୟା

1 min
317



ତୁମେ ତ ପ୍ରିୟା

           ମୋ ମନ ଆକାଶର ନକ୍ଷତ୍ର

ହୃଦୟ କୁ ଦେଖାଇଲେ

    ପ୍ରେମର ବାଟ ,ହେଇ ହୃଦୟ ନେତ୍ର ।

ତୁମେ ତ ପ୍ରିୟା

       ଶରତ ଆକାଶର ରୂପେଲି ଜହ୍ନ

ଯେତେ ଦେଖିଲେ ବି

       ମାନେନି ମୋର ଏ ଅମାନିଆ ମନ ।

ତୁମେ ତ ପ୍ରିୟା

      ଶୀତ ସକାଳର ଶିଶିର ବିନ୍ଦୁ ପରି

କି ଯାଦୁ ତୁମ ସ୍ପର୍ଶରେ

         ଅଙ୍ଗ ପ୍ରତ୍ୟଙ୍ଗ ଯାଏ ସିହରୀ

ତୁମେ ତ ପ୍ରିୟା

          ନିଶା ରାତ୍ରିର ରଜନୀ ଗନ୍ଧା

ବାସନା ନେଲା ଟାଣି

           ହୃଦୟ କୁ କରିଦେଲି ବନ୍ଧା ।



Rate this content
Log in

Similar oriya poem from Romance