Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଛ)

ରତ୍ନାକର ଚମ୍ପୂ (ଛ)

1 min
455


ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)


(7)


ସଖୀ

ରାଗ – ଶଙ୍କରାଭରଣ- ଆଠତାଳି


ଛାଡରେ ସଖି, ମନରୁ ତ୍ରାସ ରେ,

ଛାର ମାର ଆଉ କରିବ କିସ ରେ(ଘୋଷା)

ଛାଇପରି ରେ ତୋତେ ଅନୁସରି

ଛାମୁରେ ଥିବ ବଲ୍ଲଭ ତୋହରି (1)

ଛନ୍ଦି ବାହୁ ଜାନୁ .ଯ଼ୁଗଳେ ତୋତେ

       ଛାତିପରେ ଭିଡି ମାତିବ ରତେ(2)

ଛିଡିଗଲେ ଭିଡିବାର ତୋହର

ଛଳ ନକରି ବୁଝି ରାମାବର(3)

ଛଟକାକ୍ଷୀ ନବ ନାଗରୀରାଜ

ଛଡାଇବ ଟି ଆଜ ତୋତେ ଲାଜ (4)

ଛପି ଗଲାନି ଦିବାକର ଦ୍ୟୁତି

ଛଦ୍ମ ନୁହଁ ଜଗଦେବ ଭାରତୀ (5)




Rate this content
Log in

Similar oriya poem from Classics