Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pratap nayak

Others

2  

pratap nayak

Others

ମିନତି

ମିନତି

1 min
150


ପହିଲି ପରସ ପହିଲି ବରଷ 

ଆନମନା ହୁଏ ମନ

କେବେ ଆସିବ ମୋ ପ୍ରୀତି ରତନ

ସେ ପାଇଁ ହୁଏ ଉଚ୍ଛନ୍ନ ।

ଜୀବନ ତରୀଟି ଭସାଇ ଦେଇଛି 

ତୁମ ଆଗମନେ ମୁହିଁ 

ରଖିଲେ ରଖିବ ଛାଡିଲେ ଛାଡିବ 

ସେଥିପାଇଁ ଇଚ୍ଛା ନାହିଁ ।

ନୟନେ ନୟନ ମିଶେଇ ତୁମର

ଆଲିଂଗନ ମୁହିଁ କରି

ନାଲି ଅଧରକୁ ଚୁମିଦେଲେ ଥରେ

ଜୀବ ସାର୍ଥକ ମୋହରି ।

କଳା ଠାକୁର ହେ କଳ୍କି ଅବତାରେ

ଶୀର ମୋ ତୁମ ପୟର

ହୃଦେ ହୃଦ ଛନ୍ଦି ପାରି କରିବୁ ତୁ

ଏତିକି ମିନତି ମୋର ।


Rate this content
Log in