Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Sahoo

Others

4.4  

Sanjukta Sahoo

Others

ଉତ୍କଳର ବୀର ଗାଥା

ଉତ୍କଳର ବୀର ଗାଥା

1 min
119


ମନେ ପଡେ ଲାଲ ମାଟି ଖୋର୍ଦ୍ଧା ଗଡ଼ର

ଉଷ୍ଣରକ୍ତ ଭରା ଥିଲା ଏ ବୀର ମାଟିର |

କାନେ କାନେ ଭାସି ଆସେ ଅତୀତ ସ୍ମୃତି

ଗୌରବ ଭରା ଇତିହାସ କିଭଳି ଏ ଜାତି |

ସ୍ବାଧୀନତା ପାଇଁ ବାଜିଥିଲା ଶୋଣିତ ବାଦ୍ୟ

ସେହିଦିନ ବୋହିଥିଲା ଶୋଣିତ ଆଦ୍ୟ |

ବୋହି ଯାଇଥିଲା ବୀରର କେତେ ରକ୍ତବିନ୍ଦୁ

କେଡେ ଶୋଭାମୟ ଆମ ଉତ୍କଳ ଇନ୍ଦୁ |

ସାଗର ବନ୍ଦେ ତା ପାଦେ ମଥା ନୂଆଁ

ଜନ୍ମି ଏଠି କେତେ ବୀର ରଖିଲେ ତା'ର ନାଆଁ |

ବାଜିରାଉତ ମଧୁ ସୁବାଷ ଜନ୍ମିଥିଲେ ପରା

ତୁ ପରା ପୁଣ୍ୟ ଶରୀର ପୀନ ପୟୋଧାରା |



Rate this content
Log in