Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Comedy

3  

Prabhanjana Tripathy

Comedy

ହତାସିଆ

ହତାସିଆ

1 min
253


ତାର କଥାକହି ଆଖିରେ ,

ଯନ୍ତରମନ୍ତର ସବୁ,

ଚାକୁବାକୁ,ଛୁରିବୁରି,ଧନୁତୀର ସବୁ ।


ତାର କଥାକହି ଆଖିରେ,

ଯନ୍ତରମନ୍ତର ସବୁ,

ଚାକୁବାକୁ,ଛୁରିବୁରି,ଧନୁତୀର ସବୁ ।


ସେ ଯେବେଠୁ, ଗୁମାନ ଧରିଛି,

କରନ୍ତି ଅଭିମାନ ସବୁ,

ତକିଆବକିଆ,ଚାଦରଫାଦର, 

ଖଟିଆବଟିଆ ସବୁ ।


ଆଜି କାଲି ପରା ପ୍ରେମର ଭାଷା ,

ମୋ ଠୁ ଶିଖନ୍ତି ସବୁ,

ଲେଖକଫେଖକ,କବିଫବି,

ଗାଳ୍ପିକ,ଫାଳ୍ପିକ ସବୁ ।


ମତେ ଦୁରେଇ ସେବି କୁଆଡେ,

ଆଗ ଭଳି ଅଛି,

ମଇଳା ହେଲାଣି,କପଡାଫପଡା,ସିନ୍ଦୁରଫିନ୍ଦୁର,

ଗହଣାଫହଣା ସବୁ ।



Rate this content
Log in

Similar oriya poem from Comedy