Manju Rath

Tragedy

2  

Manju Rath

Tragedy

ଯୁବକ

ଯୁବକ

1 min
69


ଯୌବନ ର ଯୁବା ଅବସ୍ଥାରେ ଦେଶ ପାଇଁ ପ୍ରାଣ ଦେବା ଲାଗି ଛୋଟ ସହର କୁ ଛାଡି ଚାଲିଲା ରମେଶ ନାମକ ଯୁବକ । ଆର୍ମି ରେ ଭର୍ତ୍ତି ହୋଇ ଦେଶ କୁ ରକ୍ଷା କରିବା ପାଇଁ ଶପଥ ନେଲା । ମା ର ମମତା ହୃଦୟ ରେ ସାଇତି ଆଉ ଗୋଟିଏ ମା ପାଇଁ ଆଖି ରୁ ଲୁହ ପୋଛିବା ପାଇଁ ଅଗ୍ରସର ହେଲା ବେଳେ ବେଳେ ନିଜ ମା ସହର କଥା ମନେ ପଡିଲେ ଉଦାସିଆ ମନ ନେଇ ଦୁଇ ଧାଡି ଚିଠି ରେ ଲେଖିଦିଏ ।ଚାତକ ପରି ଚାହିଁ ରହି ଥାଏ ମା ର ଉତ୍ତର କୁ ।ଏମିତି ଭାବରେ ମା ଆଉ ପୁତ୍ର ର ଚିଠି ରେ ହିଁ ରହିଥାଏ ।ଭଲ ପାଇବାର ନିବିଡତା 

ଦେଖୁ ଦେଖୁ ଦିନେ ଚିଠି ର ଆଦାନପ୍ରଦାନ ବନ୍ଦ 

ହୋଇଗଲା ।ମା ଅପେକ୍ଷା ର କର୍କଶ ମୁହୁର୍ତ୍ତକୁ ଲୁହ ରେ ଧୋଇବାପାଇଁ ।ତା ପାଖରେ ତା ପୁଅ ର ପାର୍ଥିବ ଶରୀର କାନ୍ଧ ରେ ବୁହା ହୋଇ ଆସୁଥିଲା ।


Rate this content
Log in

Similar oriya story from Tragedy