Sameer Kanhar

Drama Romance Classics

3.0  

Sameer Kanhar

Drama Romance Classics

ଯଦୁମଣି ରହସ୍ୟ

ଯଦୁମଣି ରହସ୍ୟ

2 mins
221


ଗୋଟିଏ ରାଜ୍ୟ ରେ ଜଣେ ରାଜା ରହୁଥିଲେ ସେ ଦିନେ ଭଣ୍ଡାରି କୁ ଡାକି ଦାଡି କୁର୍ କଲେ କୁର କରିକରୁ ରାଜା ଘୋର ନିଦରେ ଶୋଇ ଘୁଙ୍ଗୁଡ଼ି ମାରିବା ଆରମ୍ଭ କଲେ ଓ ରାଜାଙ୍କ କୂର୍ ହେବ ମଦ୍ୟ ସରିଲା ରାଜା ଉଟିପଡିଲେ। ଓ ସେ ଭଣ୍ଡାରି କୁ ଉପହାର ଦେବା ପାଇଁ ସତ୍ୟ କଲେ ଓ ରଜ ସଭାକୁ ଡାକିଲେ କହିଲେ। ଉପସ୍ଥିତ ଥିବା ଜାଗାରେ ଭଣ୍ଡାରି ଚକରା ଆସି ରାଜ ସଭାରେ ସବୁ କଥା କହିଲେ ରାଜା ସଭାରେ । ଏବଂ ଚକରା କହ ତତେ ମୁଁ କଣ ଉପହାର ଦେବି ଭଣ୍ଡାରି କହିଲା ଛା ମୁଁ ମାଆ କହିଲା ଛି ଜେ ଚାମୁ ତମେ ଆପଣ ମତେ ବ୍ରାହ୍ମଣ କରିଦିଅ ଅସମ୍ଭବ ତୁ ମନ୍ତ୍ର ଉଚ୍ଚାରଣ କରିପାରିବୁ ହ ମୁଁ ବାହାଘର ଅଧା ମନ୍ତ୍ର ଉଚ୍ଚାରଣ କରୁଛି। ରାଜା ସତ୍ୟ ରକ୍ଷା ପାଇବା ପାଇଁ ରାଜା ତିତି ବାହାର କରିବା ପାଇଁ ରାଜା ମଦ୍ୟ କହିଲା ଆସନ୍ତା ଚତୁର୍ଦ୍ଦଶୀ ଗୁରୁବାର ଦିନ ଚକରା କୁ ବ୍ରାହ୍ମଣ କରିବା ରାଜ୍ୟ ଯାକ ପ୍ରଚାର ହେଲା ବ୍ରାହ୍ମଣ ମାନେ ବହୁତ୍ ଚିନ୍ତାରେ ପଡ଼ିଲେ ଜେ ଚକରା ବ୍ରାହ୍ମଣ ହେବ । ଚକରା କହିଲା ଛାମୁଁ ତମେ ଆପଣ ମତେ ବ୍ରାହ୍ମଣ କରିଦିଅ ସମସ୍ତେ ହସିଲେ କହିଲେ ଆରେ ଆଉ ତାପରେ ଛାମୁ କହିଲା ଆପଣ ଗୋଟେ ହାତୀ ଉପରେ ବସିବେ ଆଉ ମୁଁ ଗୋଟେ ହାତୀ ଉପରେ ବସି ଆପଣ କହିବେ ଯେ ଚକରା ମିଶ୍ର ଆଜି ଠାରୁ ବ୍ରାହ୍ମଣ ହୋ...... । କହିଲେ ଆପଣ ଙ୍କ କଥା ବିଶ୍ଵାସ କରିବେ ସମସ୍ତେ ମତେ ବିଶ୍ଵାସ କରିବେ। ଉତ୍ତମ। ମୁଁ ଏଣିକି ଆଉ। ପୁଣି ବ୍ରାହ୍ମଣ ମାରେ ଚିନ୍ତା କରି । ସେ ମନେ ଯଦୁମଣି ପାଖକୁ ଗଲେ ଆଉ ତାପରେ ସବୁ ଯଦୁମଣି କୁ କହିଲେ ଯଦୁମଣି ତମେ କିଛି ଉପାୟ ବାହାର କର। ଯେପରି ଚକରା ବିଶୋଇ ଜେ ବ୍ରାହ୍ମଣ ଯେ ନ ହଉ ତେଣୁ ତମେ କିଛି ଉପାୟ ବାହାର କର। ନଚେତ୍ ବ୍ରାହ୍ମଣ ସମାଜ କଳଙ୍କି ସୃଷ୍ଟି ହେବ ତାହା କଥା ଶୁଣି ଯଦୁମଣି ଏମିତି ଗୋଟିଏ ଉପାୟ ବାହାର କରି ଦେଲା ଯେ ଚକରା ବିଶୋଇ ବ୍ରାହ୍ମଣ ହେବାର ସ୍ୱପ୍ନ ରେ ବି ଭୁଲି ଗଲେ ଭଣ୍ଡାରି ଚକରା ବିଶୋଇ।


Rate this content
Log in

Similar oriya story from Drama