STORYMIRROR

Sameer Kanhar

Abstract Comedy Drama

3  

Sameer Kanhar

Abstract Comedy Drama

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
163

ନୂଆପଡ଼ା ଗ୍ରାମ ରେ ରହୁଥିବା ଏକ ଘରୋଇ ବିଦ୍ୟାଳୟ ସଙ୍ଗୀତ ଶିକ୍ଷକ। ମଣିଷ ଜୀବନରେ ଏମିତି ବେଳେବେଳେ ଘଟଣା ଘଟେ ସେ କୋୖଣସି ସିଦ୍ଧାନ୍ତରେ ଉପନୀତ ସମ୍ଭବ ପକ୍ଷ ହୁଏ ନାହିଁ। ରୁଧିର ମାଷ୍ଟର ପଡ଼ି ଯାଇଥିଲେ ହରଡ଼ ଗଣା ରେ ବିଭିନ୍ନ ସମୟରେ ଅପଦସ୍ତ ହେବାକୁ ପଡୁଥିଲା। ତାଙ୍କୁ ତା ପରେ ସେ ଏମିତି ଏକ ପରିସ୍ଥିତି ସାମ୍ନା କରିଥିଲେ ଯାହାକୁ ନେଇ ବୁଦ୍ଧି ବଣା ହୋଇଯାଇଥିଲା ତାଙ୍କ ର। ଦୁଃଖ ଓ ଅପାନଜନକରେ ବିଗିଡ଼ି ଯାଇଥିଲା ତାଙ୍କ ମାନସିକ ଅବସ୍ଥା।

ବିଭିନ୍ନ ଲୋକଙ୍କ ଠାରୁ ଧାର କରଜ୍ କରି କେମିତି ଧାର ପରିଶୋଧ କରିପାରିବେ ସେ ବିଷୟରେ ବିବ୍ରତ ହୋଇପଡ଼ି ପଡ଼ିଥିଲେ ରୁଧିର ମାଷ୍ଟର। ଜୀବନ ଯନ୍ତ୍ରଣା ପେସୀ ହୋଇ ମନ ଭାଙ୍ଗି ଯାଇଥିଲେ ସେ ନେଇଥିଲେ "ଚରମ ନିଷ୍ପତ୍ତି"ଆର୍ଥିକ ଅବସ୍ଥା ସୁଧାରିବା ନ କରିପାୁନଥିଲି ତେଣୁ ସ୍ଵାମୀ, ସ୍ତ୍ରୀ ଓ ତା ର ଗୋଟିଏ ଝିଅ ସହିତ ସେ ଏକ ରେଳଗାଡ଼ି ସାମ୍ନାକୁ ଡେଇଁପଡିଲେ ରୁଧିର ମାଷ୍ଟର ପରିବାରର କ୍ଷଣିକ ମଧ୍ୟରେ ସବୁ ସମାପ୍ତ ହେଇଗଲା।


Rate this content
Log in

Similar oriya story from Abstract