Manju Rath

Others

3  

Manju Rath

Others

ସ୍ୱାଧୀନତା

ସ୍ୱାଧୀନତା

1 min
144


ସ୍ୱାଧୀନ ଏମିତି ଏକ ଅନୁଭବ ଯାହା ମନକୁ ଖୁସି ର 

ପଙ୍ଖ ଲଗାଇଥାଏ ପକ୍ଷୀମାନଙ୍କ ପରି ଆକାଶରେ ଉଡିବାକୁ ଭଲପାଏ l ସମସ୍ତଙ୍କ ଭାଗ୍ୟରେ ସମ୍ଭବ ହୋଇ ପାରିନଥାଏ l ଲିଜା ତା ମା ବାପା ଙ୍କ ଅଲିଅଳି ଝିଅ, ବହୁତ ଗେହ୍ଲା ରେ ସେ ବଢିଥାଏ l ଦୁନିଆ ଦେଖିବାର ସ୍ୱପ୍ନ ତା ସ୍ୱପ୍ନ ରେ ହିଁ ରହିଯାଏ ଯେତେବେଳେ ଜାଣେ ତା ପାଠପଢ଼ା ସିମୀତ କରି ହାତ କୁ ଦୁଇ ହାତ କରି ଅନ୍ୟ ଘରକୁ ପଠାଯାଏ l

ବାପା ମାଙ୍କ ଇଛା କୁ ସମ୍ମାନ ଦେଇ ଚାଲିଯାଏ ଶାଶୁଘର ।

ଏଇଠୁ ଆରମ୍ଭ ହୁଏ ତା ସ୍ୱାଧୀନତା ର ମନ ଯେତେବେଳେ ଗୋଡ ରେ ପଡିଯାଏ ପରାଧୀନତା ର ଶିକୁଳି ସ୍ୱାଧୀନତାର ଅମୃତ ଚାଖିବା ତା ଭାଗ୍ୟ ରେ ନାହିଁ  l ଝିଅ ଥିଲାବେଳେ ବାପା ମା ଙ୍କ ଆକଟ l ବୋହୂ ସାଜିଲା ପରେ ଶାଶୁ ଶଶୁର ସ୍ୱାମୀଙ୍କ ଆକଟ l ଯେତେବେଳେ ପୁଣି ସେ ମା ହୋଇଯାଏ ତା ସଂସାର ର ସମସ୍ତ ଙ୍କ ସ୍ୱାଧୀନ ବିଚରଣକୁ ଦେଖି ଲିଜା ଆକାଶ ର ପକ୍ଷୀ ଟିଏ ହେବା ପାଇଁ ଇଚ୍ଛା କୁ ଦୁଇ ବୁନ୍ଦା ଅଶ୍ରୁ ରେ ସକାଳ ର ଚା ସହ 

ଫୁଟୁଥାଏ ।



Rate this content
Log in