Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Akshayakumar Dash

Romance Fantasy Inspirational


3  

Akshayakumar Dash

Romance Fantasy Inspirational


ରଂଗମଂଚ

ରଂଗମଂଚ

2 mins 203 2 mins 203

 ବାହା ହେବୁକି ଆମ ଜୀବନ ଗୋଟିଏ ରଙ୍ଗ ମଂଚ ।କେତେବେଳେ କେଉଁ ରୂପରେ ଅଭିନୟ କରୁ । ଏହି ପୃଥିବୀ ସବୁଠାରୁ ବୃହତ ରଙ୍ଗ ମଂଚ ।ସୂର୍ଯ୍ୟ ଆଲୋକ ପଡିଲେ ଦିନ ।ଚନ୍ଦ୍ର କଂ ଆଲୋକ ରେ ରାତି ମଧୁମୟ ଲାଗେ ।ତାହା ବେଶି ଦିନ ରାହେନାହିଁ ।ଘଡି ମାରି ଜହ୍ନ ଆକାଶରେ ଦିଶେ ।ପୂର୍ଣ୍ଣମୀ ରାତି ସାରା ଚାନ୍ଦିନୀ ।ଏହି ଚାନ୍ଦିନୀ ରାତି ର ଜହ୍ନ ବଡ ଦିଶେ । ଆକାଶର ତାରା ଗୁଡିକ ଫିକା ପଡିଯାନ୍ତି ।ବର୍ଷ କ ଭିତରେ କୁମାର ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା ଜହ୍ନ ସବୁଠୁ ବଡ଼ ଦିଶେ । କୁମାର ପୂର୍ଣ୍ଣିମା କୁମାର କୁମାରୀକଂ ପର୍ବ ।ପୁରାଣ କହେ ,ଜହ୍ନ ହେଉଛି ମନ ।ଜହ୍ନ ପୂଜା କଲେ ମନ ଲାଖି ବର ମିଳେ ।ଆଇ କହି ଯାଉଥିଲେ କାହାଣୀ । ନାତୁଣୀ ବସି ଶୁଣୁଥିଲେ । ନାତୁଣୀ କଲେଜ ପଢୁଆ ଝିଅ । ବୟସ ଏକୋଉସୀ ହେବ ।ଆଇକୁ ପଚାରିଲା, ଆଇ ,ତୁମେ କଣ ତୁମ ଝିଅ ସମୟରେ ଜହ୍ନ ପୂଜା କରୁଥିଲ । ହଁ ଆମେ ରାତିସାରା ଗୀତ ଗାଇ କୁମାର ପୂର୍ଣ୍ଣିମା ପାଳୁ । ସେଇଥି ପାଇଁ ଅଜା ତୁମକୁ ପସନ୍ଦ ନା । ତୋ ଅଜା ମୋତେ ପସନ୍ଦ କରିଛି ହେଲେ ମୋର ପସନ୍ଦ ନୁହେଁ । କ'ଣ ହେଲା ,ତୁମର କାହିଁକି ମା ଅଜା ପସନ୍ଦ ନୁହେଁ? ତେବେ ଶୁଣ, ଆଇ କହିଲେ ,ତୋ ଅଜା ଜଣେ କଳାକାର । ମାନେ, ମାନେ ଜାଣିନୁ ତାର ମନ ଏଣେ ତେଣେ ।ଆଇ ଟିକେ ଖୋଲି କରି କୁହ ବୁଝିନପାରିଲି ।ତୁ ଭାରି ସିଆଣିଆ, ଏଡ଼େ ବଡ଼ ଝିଅ ହେଲୁଣୁ ଯେମିତି କିଛି ଜାଣିନୁ । ଆଇକହିଲେ । ହଁ ବୁଝିଲି ,ଅଜା ତୁମକୁ ବାହା ହୋଇ ଅନ୍ୟ ଝିଅକୁ ଚାହୁଁଥିଲେ । ସବିତା କହିଲା । ହଁ ସେଇଆ, ତେବେ କଣ ତୁମକୁ ସବୁ ଦେଉନଥିଲେ । ହଁ ଦେଉଥିଲା, ହେଲେ ମତେ ବାହା ହୋଇ ଆଡେ ସାଡେ ଯିବାର କାରଣ କଣ? ନାତୁଣୀ ସବିତା କହିଲା, ଆଇ ସବୁ ପୁଅ କଣ ଜଣକୁ ବାହା ହୋଇ ଅନ୍ୟ ଝିଅ ପଛରେ ଲାଇନ ମାରନ୍ତି ?ଆଇ କହିଲେ,ପୁୁଅ ପିିଲା କଂ କଥା କହନି, ବାହା ହେଲେ ଜାଣିବୁ । ତହେଲେ ଆଇ ମୁଁ ମୋଟେେ ବାାହଁ ହେବିନି ।ନା ଜମା ବିବାହ ତୋର ହେବକି, ଘର କୁ ଜୋଇଁ ଆଣି ରଖିବୁ , ତୋ ମା କୁ କହିଦେବିି । କ୍ରମଶ


Rate this content
Log in

More oriya story from Akshayakumar Dash

Similar oriya story from Romance