Gitanjali Pujapanda

Drama Others

3  

Gitanjali Pujapanda

Drama Others

ପତି-ପତ୍ନୀ ଭାଗ ୧୭

ପତି-ପତ୍ନୀ ଭାଗ ୧୭

3 mins
155


ପତି -ପତ୍ନୀ ଭାଗ ୧୭

ଆଗରୁ ପଢି ଥିଲେ ,ଡାକ୍ତର କହିବା ଅନୁସାରେ ,ରୋଜି କୁ ନେଇ ହସ୍ପିଟାଲ କୁ ଯାଉଛି ଦୀପକ ଦୁଇ ତିନି ଦିନ ର ଦରକାରି ଜିନିଷ ପତ୍ର ସବୁ କୁ ବ୍ୟାଗ ରେ ରଖିଦେଇ ରୋଜି କୁହେ ଭଲ ସେ ଚେକ କରି ନିଅ ।କାରଣ ଚୋରି ହେବାର ଭୟ ଅଛି ଆଜିକାଲି ଯୋଉ ଯୁଗ ହେଲାଣି ବୁଲି ପଡିଲେ ତମ ପକେଟରୁ ଚୋରି ହେଇଯିବ ।ଦୀପକ କୁହେ ରୋଜି ସତେରେ ତମେ କେତେ ଯତ୍ନ କରି ଘର ଟିକୁ ମୋର ରଖିଚଏତେ କଷ୍ଟ ରେ ବି ତମର ସେ ଘର ପାଇଁ ଚିନ୍ତା ରୋଜି କୁହେ ,ତୁମେ ବୁଝି ପାରିବନି ଦୀପକ ଗୋଟେ ନାରୀ ପାଇଁ ତା ଘର ତା ସ୍ବାମୀ ଆଉ ପିଲା ମାନେ କେତେ ପ୍ରାଧନ୍ୟ ,ରାସ୍ତାରେ ଗଲା ବେଳେ ହମ୍ପସଟି ପଡେ ,ଏ କଥା କହୁ କହୁ ଦୀପକ ଗାଡି ଟିକୁ slow କରି ନିଅ,ପେଟଟା କାହିଁକି ?? ଏବେ ଜୋରରେ କାଟୁଛି ଦୀପକର ହସ ହସ ମୁହଁ ଟି ସାମାନ୍ୟ ଚିନ୍ତାର କଳା ବାଦଲ ଘେରି ଆସେ ସେ କଣ କରିବ,ରୋଜି କୁ କୁହେ ତୁମେ ବ୍ୟସ୍ତ ହୁଅନି ଏବେ ଆମେ ଶୀଘ୍ର ପହଂଛି ଯିବା ହସ୍ପିଟାଲରେ ଆଉ ଅଳ୍ପ ଦୂର ।

ହେଲେ ରୋଜି ର ଅସହ୍ୟ ଯନ୍ତ୍ରଣା ଦେଖି ,ଦିପକ ଆଖି ରେ ଲୁହ ରୋଜି ତୁମ କୁ ପ୍ରଥମ ରୁ କହିଥିଲି ,ପଛ ସିଟ ରେ ଆରାମ ସେ ଶୋଇ ରହିବାକୁ ,ହେଲେ ତମେ ମୋ ପାଖ ରେ ବସିବାକୁ ଜିଦି କଲ ,ହଉ ମୁଁ ଟିକେ ଗାଡି ଟିକୁ ସାଇଡ଼ କରି ରଖୁଛି,ତୁମେ ଓଲ୍ଲେହି ପଛ ସିଟ ରେ ଶୋଇ ପଡ ଟିକ ଭଲ ଲାଗିବ,ଦିପକ ରାସ୍ତା ରେ ଗାଡି ଟିକୁ ସାଇଡ଼ କରି ରୋଜି କୁ ପଛ ସିଟ ରେ ଶୁଆଇ ଦେଲା ଓ ,ଗାଡି ଟିକୁ ଧୀରେ ଧୀରେ ଚଳେଇ ,ପ୍ରାୟ ଅଧଘଣ୍ଟା ଭିତରେ ହସ୍ପିଟାଲ ରେ ରୋଜି ଶୋଇ ଯାଇଥିଲା ଗାଡ଼ି ଭିତରେ ତେଣୁ ତାକୁ ଉଠେଇ ନେଇଗଲା ସେ ହସ୍ପିଟାଲ ଭିତରକୁ ଆଗରୁ ତାଙ୍କ ଡାକ୍ତ ର ଗୋଟେ ରୁମ ବୁକ କରିଦେଇ ଥିଲେ ।ତେଣୁ କିଛି ଅସୁବିଧା ହେଲାନି।ଆଜିକାଲି ତ ହସ୍ପିଟାଲରେ ରେ ବି ହୋଟେଲ ପରି ଆଗୁଆ ରୁମ ବୁକ କରିବାକୁ ପଡୁଛି ,ନ ହେଲେ ବଡ଼ ଅସୁବିଧା ସରକାରୀ ଡାକ୍ତର ଖାନା ରେ ତ ରୁମ ମିଳିବା ବହୁତ କଷ୍ଟ କର ବ୍ୟାପାର ହେଲେ ,private ରେ ବହୁତ ଟଙ୍କା ଛାଣି କି ନେଇଯିବେ ଦିପକ ସେ ଗୁଡିକ ଜାଣିଛି ,ଚିହ୍ନା ଡାକ୍ତର ସେଥିପାଇଁ ପାଇଁ ରିହାତି ଟିକେ ଭଲ ରୁମ ଗୁଡିକ ହେଲେ,ଏଠି ସିଏ କଣ ରୁମ ଦେଖି ବାକୁ ଆସିଛି ମନେ ମନେ ଭାବେ ,ତାପରେ ସଂଗେ ସଂଗେ ଡାକ୍ତର ଙ୍କୁ ଫୋନ କରି ଜଣାଇ ଦେଲା ଯେ ,ସିଏ ରୋଜି କୁ ନେଇ ହସ୍ପିଟାଲ ରୁମ ରେ ସିଫ୍ଟ ହୋଇସାରିଲାଣି ,ଆଉ ରୋଜି ର ପେଟ ରେ ବହୁତ ଯନ୍ତ୍ରଣା ତେଣୁ ଶୀଘ୍ର ଆସନ୍ତୁ ସେ ଡାକ୍ତର କହିଲେ ,ହଁ ମୁଁ ଏବେ ଯାଉଛି ଆପଣ ବ୍ୟସ୍ତ ହୁଅନ୍ତୁନି ,ରୋଜି ଟିକେ ବେଡ଼ ଉପରେ ବିଶ୍ରାମ କରେ ବହୁତ କଷ୍ଟ ରେ ,ଦୀପକ ତା ହାତ ଦୁଇଟି ଧରି ତା ପାଖ ରେ ବସିପଡ଼େ ,ମୁହଁ ର ବିଷର୍ଣ୍ଣ ଭାବ ନେଇ ଡାକ୍ତର କିଛି ସମୟ ପରେ ଆସନ୍ତି ,ତା ବୋର୍ଡ଼ କୁ ଆଉ ତା କ୍ୟାବିନ କୁ check up ପାଇଁ ,ତାଙ୍କ ସହିତ ଦୁଇଟି ନର୍ସ ମଧ୍ୟ ,ରୋଜି ରcheck up କରି କିଛି medicine ଲେଖି ଦିଅନ୍ତି ,ଆଉ ରୋଜି କୁ instruction ଦିଅନ୍ତି ବେଶି ବେଡ଼ ରୁ ନ ଓଲ୍ଲେଇବା ପାଇଁ ,ଆଉ ଯଦି ଶୋଇବ ସେ ଚିତ ହୋଇ ନ ଶୋଇ କଡ଼ ମାଡି ଶୋଇବ ଆଉ ତିନିଟି ତକିଆ ତା ଗୋଡ଼ ତଳେ ରହିବ ।ଏକଥା ସବୁ ରୋଜି କୁ ମାନିବାକୁ ପଡିବ କହି ରୁମ ରୁ ବାହାରକୁ ଚାଲି ଯାନ୍ତି।


ଏତେ ସବୁ କଥା କରିବାକୁ ପଡିବ ରୋଜି ତୁମକୁ ଦୀପକ କୁହେ ,ରୋଜି କୁହେ ମତେ ଭାରି ଭୋକ ଲାଗିଲାଣି ,ତମେ କିଛି ଖାଇବା ପାଇଁ ନେଇ ଆସିବକି ଦୀପକ କୁହେ ଆଣିଛି ଘରୁ ସବୁ ସେ ଚୋରଣି ରାନ୍ଧି ଥିଲା ,ରୋଜି ରାଗିକି ଅନାଏ ଦିପକ କୁ ,ରୋଜି କୁହେ ତମେ ସେ ଅନୁରାଧା,ଉପରେ କାହିଁକି???ଏତେ ରାଗୁଛ, କଣ ପାଇଁ କିଛି ରହସ୍ୟ ଅଛି କି ??ତା ପଛରେ ଦୀପକ କୁହେ କି ରହସ୍ୟ ,ତମେ ଜାଣିଛ କି ??କାହିଁ ମୁଁ ତ ଜାଣିନି ,ଦିପକ କୁହେ ମତେ ତୁମେ କଣ ସନ୍ଦେହ କରୁଛି କି ??ନା କଣ ଯଦି କହୁଛ

ତାହେଲେ ବଡ଼ ଭୁଲ କରୁଛ ,ଖାଇ ନିଅ ଭୋକ ଲାଗିଲାଣି ,ତୁମକୁ

ସେଥିପାଇଁ ଏଆଡୁ ସିଆଡୁ ଭାବୁଛ । ରୋଜି ମନେ ମନେ ନିଜ କୁ ଗାଳି ଦିଏ ,ଯେ କାହିଁକି??ଏ ପ୍ରଶ୍ନ ସେ ଦିପକ କୁ ପଚାରିଲା ବୋଲି।

ଦିପକ କୁହେ ତୁମେ ଖାଇ ନିଅ ,ମୁଁ ଯାଉଛି ତୁମ ମେଡିସିନେ ନେଇ ଆସିବି ,ଖାଇବା ପର ର ମେଡିସିନେ ତୁମେ ର ଖାଇବା ଅଛି ।ତମେ ନିଶ୍ଚିତ ରେ ଖାଉଥାଅ ,ମୁଁ ସଙ୍ଗେ ସଙ୍ଗେ ଏଇ ଗଲି ଆଉ ଆସିଲି।ଆଉ ତାପରେ.........

କ୍ରମଶଃ............


Rate this content
Log in

Similar oriya story from Drama