kamal kumar dash

Romance Action

3  

kamal kumar dash

Romance Action

କଣ୍ଢେଈ

କଣ୍ଢେଈ

1 min
218



 ରିତୁଲ ର ଆଜି ଜନ୍ମ ଦିନ | ସବୁ ବର୍ଷ ଭଳି ତା ବାପା ବଡ଼ ପାର୍ଟି ରଖିଛନ୍ତି ଘରେ | ସିଏ ବି କିଛି ସାଙ୍ଗ ଙ୍କୁ ଡାକିଛି ତା ଜନ୍ମଦିନ ପାର୍ଟିକୁ | ସନ୍ଧ୍ୟାରେ ପାର୍ଟି ଆରଂଭ ହେଲା ଓ ଗେଷ୍ଟ ମାନେ ଆସିଲେ | ରିତୁଲ କିନ୍ତୁ ତାର ସାଙ୍ଗ ରାହୁଲ କୁ ଖୋଜୁଥିଲା | ରାହୁଲ ତାର ପିଲା ଦିନର ସାଙ୍ଗ ଥିଲା | ରାହୁଲ ବୋଧେ ଡରୁଥିଲା ରିତୁଲ ଘର କୁ ଆସିବା ପାଇଁ ,କାରଣ ରିତୁଲ ର ବାପା ବହୁତ ବଡ଼ ଲୋକ ଥିଲେ | ବହୁ ସମୟ ପରେ ରିତୁଲ କେକ କାଟିଲା | ଟିକେ ପରେ କୋରିଅ ତା ହାତରେ ଗୋଟେ ଛୋଟ ପାକେଟ ଦେଇଗଲା | ରିତୁଲ ପ୍ୟାକେଟ ଧରି ଗୋଟେ କୋଣ କୁ ଯାଇ ଖୋଲି ଦେଖିଲା | ପ୍ୟାକେଟ ରେ ଗୋଟେ ଚକଲେଟ ଓ ଗୋଟେ ଛୋଟ ଟେଡି ବିଅରବିଥିଲା | ଟେଡି ବେକରେ R ଲେଖା ଥିଲା | ରିତୁଲ ଜାଣି ପାରିଲା ରାହୁଲ ପଠାଇଛି ଟେଡି ଓ ଚକଲେଟ | ତା ଆଖିରେ ଲୁହ ଆସିଗଲ|  


Rate this content
Log in

Similar oriya story from Romance