STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

ଜେଜେ ଯେବେ ଗପ କହୁଥିଲେ

ଜେଜେ ଯେବେ ଗପ କହୁଥିଲେ

1 min
383

ଆମେ ଯେବେ ଛୋଟ ଥିଲୁ। ସେବେ ଆମେ ତିନି ଭାଇ ଭଉଣୀ ବହୁତ ମଜା ମସ୍ତି କରୁଥିଲୁ।ନନା ବହୁତ ପଢ଼ାଖୁ ଥିଲେ। ଆମେ ଦି ଜଣ ଟିକେ ଦୁଷ୍ଟ ଥିଲୁ। ମୁଁ ମୋ ସାନ ଭାଇ। ଜେଜେ ଆସିଲେ ଆମ ଅଳି ଅଝଟ ବେଶୀ ବଢିଯାଉଥିଲା । ସେତେବେଳେ ମାମା ବହୁତ ହଇରାଣ ହେଉ ଥିଲେ।ଆମ ଆକର୍ଷଣ କେନ୍ଦ୍ର ବିନ୍ଦୁ ଥିଲା। ଜେଜେଙ୍କ ଗପ।


ଭାଇଙ୍କୁ ପୌରାଣିକ ଗଳ୍ପ ଭଲ ଲାଗୁଥିଲା ଆମକୁ କାଳ୍ପନିକ। ଜେଜେଙ୍କ ଗଳ୍ପ କହିବା style ବି ଚମତ୍କାର ଥିଲା। ଦୁଃଖ କହିବି ନା ସୁଖ କହିବି ଯାହା ଅଙ୍ଗେ ନିଭେଇଛି ତା କହିବି। ତାଙ୍କ ରାଜକୁମାର କାହାଣୀ ବହୁତ ଭଲ ଥିଲା । ସେ ସାହସୀ ଥିଲେ। ଛୋଟ ବେଳେ ବୁଢ଼ୀ ଅସୁରୁଣୀର କବଳରେ ରାଜକୁମାରୀ କାହାଣୀ କେତେ ଭଲ ଥିଲା ସେଇଟା ଏବେ କହିହେବନି। ମୁଁ ବଡ଼ ହେଇ ବାହାଘର ହେଇଗଲାଣି। ଆଜିକାଲି ପିଲାମାନେ ମୋବାଇଲ ପ୍ରୀତି ଦେଖି ମୋର ଜେଜେଙ୍କ ଗପ ଶୁଣିବା। ଆମର ମଜା ମସ୍ତି ମନେ ପଡୁଥିଲା।



Rate this content
Log in

Similar oriya story from Tragedy